dengura

ଭାରତ ବିଶ୍ୱ ଅର୍ଥବ୍ୟବସ୍ଥାରେ ତୃତୀୟ ସ୍ଥାନ ହାସଲ କରିବ

ଡେଙ୍ଗୁରା

୨୦୩୪ ମସିହା ସୁଦ୍ଧା ଭାରତ ବିଶ୍ୱ ଅର୍ଥବ୍ୟବସ୍ଥାରେ ତୃତୀୟ ସ୍ଥାନ ହାସଲ କରିବ । ବ୍ରିଟେନସ୍ଥିତ ସେଣ୍ଟର ଫର ଇକନମିକ୍ସ ଏଣ୍ଡ ବିଜେନସ୍‌ ରିସର୍ଚ୍ଚ (ସିଇବି

dengura

ସିଏଏକୁ ନେଇ କୋଲକାତାରେ ନଡ୍ଡାଙ୍କ ବିଶାଳ ରୋଡ ଶୋ

ଡେଙ୍ଗୁରା

ଦେଶରେ ବହୁ ଅଞ୍ଚଳରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଏହା ମଧ୍ୟରେ ପଶ୍ଚିମବଙ୍ଗ କୋଲକାତାରେ ବିଜେପିର ମାର୍ଚ୍ଚ ଆରମ୍ଭ ହୋଇଛି। ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ଏଠାରେ ନାଗରିକ ସଂଶୋଧନ ଆଇନ ସମର୍ଥନ ରାଲି କରୁଛନ୍ତି। ଏହି ମାର୍ଚ୍ଚ ପରେ ନଡ୍ଡା ଜନସଭାରେ ସମ୍ଵୋଧିତ କରିବେ। ଏହି ରାଲିର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନାଗରିକତା ସଂଶୋଧନ। ଆଇନ ଏବଂ ଏନଆ

dengura

ଭୋଟ ପ୍ରତିଶତରେ ଏକ ନମ୍ବର ସ୍ଥାନ ଥାଇ ମଧ୍ୟ କ୍ଷମତାରୁ ଦୁରେଇ ରହିଲା ବିଜେପି

ଡେଙ୍ଗୁରା

ଭୋଟ୍ ପ୍ରତିଶତରେ ଏକ ନମ୍ବର ସ୍ଥାନ ଓ ଆସନ ମାମଲାରେ ମାତ୍ର କିଛି ଆସନ ବ୍ୟବଧାନରେ ଦ୍ଵିତୀୟ ସ୍ଥାନରେ ରହିବା ପରେ ମଧ୍ୟ ବିଜେପି କ୍ଷମତାରୁ ଦୂରରେ ରହିଛି। ବୋଧହୁଏ ଏହା ଝା

dengura

ଝାଡଖଣ୍ଡ ବିଧାନସଭା ଆସନ ଫଳାଫଳ

ଡେଙ୍ଗୁରା

ଆଜି ସନ୍ଧ୍ୟା ସୁଦ୍ଧା ସ୍ପଷ୍ଟ ହୋଇଯିବ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଡିସେମ୍ବର ୨୦ରେ ଶେଷ ହୋଇଥିବା ମତଦାନ । ଆଜି ଘଟିବ ସବୁ ଅପେକ୍ଷାର ଅନ୍ତ । ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଝାଡ଼ଖଣ୍ଡର ରାଜନୈତିକ କ୍ଷମତା କାହାର ହାତରେ ନ୍ୟସ୍ତ ରହିବ, ତାହା ମଧ୍ୟ ଜଣାପଡ଼ିଯିବ । ଆଜି ସକାଳ

dengura

ଆସନ୍ତା 27 ରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଲୋକାର୍ପିତ କରିବେ ବିପିସିଏଲ ବଟଲିଂ ପ୍ଲାଣ୍ଟ

ଆସନ୍ତା 27 ରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଲୋକାର୍ପିତ କରିବେ ବିପିସିଏଲ ବଟଲିଂ ପ୍ଲାଣ୍ଟ

ଆସନ୍ତା ଡିସେମ୍ଵର ୨୭ରେ ବଲାଙ୍ଗିରରେ ବିପିସିଏଲ ବଟଲିଂ ପ୍ଲାଣ୍ଟ ଲୋକାର୍ପିତ ହେବ। ଏହି ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ଉପରା

dengura

ଉଚ୍ଛେଦକୁ ବିରୋଧ କରି ଥାନା ଘେରାଉ ଓ ରାସ୍ତା ଅବରୋଧ

ଉଚ୍ଛେଦକୁ ବିରୋଧ କରି ଥାନା ଘେରାଉ ଓ ରାସ୍ତା ଅବରୋଧ

ଭୁବନେଶ୍ୱର ତା ୧୦.୧୨ –ବରିଷ୍ଠ କଂଗ୍ରେସ ନେତା ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ସାମୁହିକ ନେତୃତ୍ୱରେ ଆଜି ଲିଙ୍ଗରାଜ ମନ୍ଦିର ନିକଟସ୍ଥ ପୁରୁଣା ଭୁବନେଶ୍ୱର ବାସିନ୍ଦା, ଉଠା ଦୋକାନୀ, କ୍ଷୁଦ୍ର ବ୍ୟବସାୟୀ, ବୁଦ୍ଧିଜୀବୀ, ଛାତ୍ର, ମହିଳା, ବଡୁ ନିଯୋଗ, ବ୍ରାହ୍ମଣ ନିଯୋଗ, ପୂଜାପଣ୍ଡା ନିଯୋଗ, ସମର୍ଥା ନି

dengura

ବହିଲେଖି ସରକାରଙ୍କୁ ସମାଲୋଚନା କଲେ ତାରାଦତ୍ତ

ବହିଲେଖି ସରକାରଙ୍କୁ ସମାଲୋଚନା କଲେ ତାରାଦତ୍ତ

ବହି ଲେଖି ସରକାରଙ୍କ ଗୋହି ଖୋଳିଳେ ବରିଷ୍ଠ ପ୍ରଶାସନିକ ଅଧିକାରୀ ତାରା ଦତ୍ତ । ଏଭଳି କିଛି ନୂଆ ଅନ୍ଦାଜରେ ମୁଖ୍ୟମନ୍ତ୍ରୀଙ୍କୁ ତେରଚ୍ଛା ବାଣ ମାରିଛନ୍ତି ରାଜ୍ୟ ସରକାରଙ୍କ ଏହି

dengura

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି, ରଖିଲା 6 ବିଫଳତା

ଡେଙ୍ଗୁରା

ଓଡିଶାରେ ବିଜେଡି ଶାସନର ପଂଚମ ପାଳିର ପ୍ରଥମ ୬ ମାସରେ ୬ ମହାବିଫଳତାକୁ ପ୍ରସଙ୍ଗ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ କୈଫିୟତ ମାଗିଛି ବିଜେପି ।

dengura

କେନ୍ଦ୍ର ସରକାରଙ୍କୁ ରାହୁଲଙ୍କ ସମାଲୋଚନା

କେନ୍ଦ୍ର ସରକାରଙ୍କୁ ରାହୁଲଙ୍କ ସମାଲୋଚନା

କଂଗ୍ରେସ ପାର୍ଟିର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମହିଳାଙ୍କ ସୁରକ୍ଷା ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶାଣିତ ସ୍ଵରରେ ସମାଲୋଚନା କରିଛନ୍ତି। ସେ ଭାରତକୁ ବଳାତ୍କାରର ରାଜଧାନୀ ଦର୍ଶାଇଛନ୍ତି। ସେ କହିଛନ୍ତି ଯେ, ଭାରତ ଦୁନିଆର ବଳାତ୍କାରର ରାଜଧାନୀ ରୂପେ ପରିଚିତ ହେଉଛି। ନିଜର ସଂସଦୀୟ କ୍ଷେତ୍ର କେରଳର ଓ୍ଵାୟନାଡ଼ରେ ଏକ କାର୍ୟ୍ୟ କ୍ରମରେ ରାହୁଲ ଗାନ୍ଧୀ ବଳାତ୍କାର ଓ ହତ୍ୟା ଆରୋପି ବିଜେପି ବିଧାୟକ କୁଲଦୀପ ସେଙ୍ଗରଙ୍କ ମାମଲାରେ ପ୍ରଧାନମନ୍ତ୍ରୀଙ୍କ ନିରବତା ଉପରେ ପ୍ରଶ୍ନ ଉଠାଇଛନ୍ତି।

dengura

ମହିଳା ନିର୍ଯ୍ୟାତନା ମାମଲାରେ କେନ୍ଦ୍ର ସରକାର ସକ୍ରିୟ ଅଛନ୍ତି

ଡେଙ୍ଗୁରା

ହାଇଦ୍ରାବାଦରେ ମହିଳା ଡାକ୍ତରଙ୍କ ସହିତ ବଳାତ୍କାର ଓ ଅମାନୁଷିକ ହତ୍ୟା ଓ ପୁଣି ଉନ୍ନାଓରେ ପୀଡ଼ିତାଙ୍କ ମୃତ୍ୟୁରେ ସମଗ୍ର ଦେଶ ଆକ୍ରୋଶିତ ହୋଇ ଉଠିଛି। ଏହା ପରେ କେନ୍ଦ୍ର ସରକାର ସକ୍ରିୟ ହୋଇ ଉଠିଛି। ଏହି ସଂଦର୍ଭରେ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେ, ସେ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ

dengura

ଯୋଗୀ ସରକାର ପୀଡ଼ିତାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଘୋଷଣା

ଯୋଗୀ ସରକାର ପୀଡ଼ିତାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଘୋଷଣା

ଉତ୍ତର ପ୍ରଦେଶର ଉନ୍ନାଓ ବଳାତ୍କାରର ଶିକାର ପୀଡ଼ିତା ଶେଷରେ ଜୀବନ ମରଣ ସହ ଲଢ଼େଇ କରି ଆଖି ବୁଜିଛନ୍ତି। ତାଙ୍କୁ ଅପରାଧୀମାନେ ଜିଅନ୍ତା ଜାଳି ଜୀବନରୁ ମାରିବାକୁ ଉଦ୍ୟମ କରିଥିଲେ।

dengura

ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ସ୍ଥିତି ସମୀକ୍ଷା କଲେ ଧର୍ମେନ୍ଦ୍ର

ଡେଙ୍ଗୁରା

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଓଡିଶା ଗସ୍ତର ଅବ୍ୟବହିତ ପୂର୍ବରୁ ଖୋର୍ଦ୍ଧା ବରୁଣେଇ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟ ଠାରେ ସଭାସ୍ଥଳ ପରିଦର୍ଶନ କରିବା ସହ ସୁରକ୍ଷା ଓ ଅନ୍ୟାନ୍ୟ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆସନ୍ତାକାଲି ଐତିହାସିକ ବରୁଣେଇର ପାଦଦେଶରେ ରାଷ୍ଟ୍ରପତିଙ୍କ ଦ୍ୱାରା ଓଡିଆ ଜାତିର ମହାସଂଗ୍ରାମର ୨୦୦ ବର୍ଷର ସ୍ମୃତିର ଶୁଭାରମ୍ଭ କରାଯିବ ।

dengura

ଓଡିଶାକୁ ନବଜାଗରଣ କରିବାରେ ରାମକୃଷ୍ଣ ମଠ ଓ ମିଶନ କେନ୍ଦ୍ରବିନ୍ଦୁ ହେଉ - ଧର୍ମେନ୍ଦ୍ର ପ୍ରଧାନ

ଡେଙ୍ଗୁରା

ଆଗାମୀ ୧୦୦ ବର୍ଷ ମଧ୍ୟରେ ଓଡିଶାକୁ ନବଜାଗରଣ କରିବାରେ ଭୁବନେଶ୍ୱର ସ୍ଥିତ ଏହି ରାମକୃଷ୍ଣ ମଠ ଓ ମିଶନ କେନ୍ଦ୍ରବିନ୍ଦୁ ହେଉ ବୋଲି ଏହାର ଶତବାର୍ଷିକୀ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମାଜକୁ ସ୍ୱାଭିମାନୀ କରିବା, ସମାଜକୁ ଦୈନନ୍ଦିନ ଜୀବନର ଜଞ୍ଜାଳରୁ ମୁକ୍ତ କରି ସମାଧାନର ରାସ୍ତା ବାହାର କରିବା ,ସମାଜକୁ ଜାଗରଣ କରିବା ଭଳି ସ୍ୱାମୀ ବିବେକାନନ୍ଦଙ୍କ ବିଚାରକୁ ଓଡିଶାର ନୂଆପିଢି ପାଖରରେ ଅ।।ଧୁନିକ ଢଙ୍ଗରେ ପହଁଚାଇପାରିଲେ ହିଁ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତି ଏହା ସଠିକ୍ ଶ୍ରଦ୍ଧାଞ୍ଜଳି ହେବ ବୋଲି ସେ କହିଛନ୍ତି ।

dengura

ଆବାସ କେଳାଙ୍କାରୀ-ଦୁର୍ନୀତି କଲେ ଗରିବ ଲୋକଙ୍କ ଅଭିଶାପ ପଡିବ-ଧର୍ମେନ୍ଦ୍ର

ଡେଙ୍ଗୁରା

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନରେନ୍ଦ୍ର ମୋଦି ସରକାରଙ୍କ ଗୋଟିଏ ମହତ୍ୱକାଂକ୍ଷୀ ଯୋଜନା । ଏହି ଯୋଜନାରେ ରାଜ୍ୟ ସରକାରଙ୍କର ସହଯୋଗର ଆବଶ୍ୟକତା ରହିଛି ବୋଲି ଗଣମାଧ୍ୟମର ଏ ସମ୍ପର୍କିତ ପ୍ରଶ୍ନର ଉତରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

dengura

ସାମ୍ବିଧାନିକ ପଦବୀର ମର୍ଯ୍ୟାଦାହାନୀ କରିଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା:ମହିଳା ମୋର୍ଚ୍ଚା

ଡେଙ୍ଗୁରା

ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ପଦ ଏକ ସାମ୍ବିଧାନିକ ପଦ । ଏହା ବିଜୁ ଜନତା ଦଳର ଏକ ରାଜନୈତିକ ପଦବି ନୁହେଁ । ଯାଜପୁରରେ ସ୍ମିତାରାଣି ବିଶ୍ୱାଳଙ୍କୁ ବଳାକ୍ରାର କରାଯାଇ ହତ୍ୟା କରାଯିବା ପରେ ମହିଳା କମିଶନ ପ୍ରଥମେ ଚୁପ ରହିବା ଏବଂ ପରେ ନିରପେକ୍ଷ ତଦନ୍ତ ସାରିଥିବା କଥା କହି ରାଜ୍ୟବାସୀଙ୍କୁ ଭ୍ରମିତ କରିଛନ୍ତି । କିନ୍ତୁ ବାସ୍ତବରେ ସେ ସଠିକ ଭାବେ ତଦନ୍ତ କରିନାହାଁନ୍ତି କି ସ୍ମିତାରାଣୀର ପରିବାର ସଦସ୍ୟଙ୍କୁ ଭେଟି ନାହିଁନ୍ତି ।

dengura

ଶିଳ୍ପ ଓ ଶିଳ୍ପପତିଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାର ଉଭୟ ଗୁରୁତ୍ବ ଦେଉଛନ୍ତି-ଆନ୍ନା ହଜାରେ

ଡେଙ୍ଗୁରା ନ୍ୟୁଜ

ଚାଷ ବଦଳରେ ଶିଳ୍ପ ଓ ଶିଳ୍ପପତିଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାର ଉଭୟ ଗୁରୁତ୍ବ ଦେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ସମାଜସେବୀ ଆନ୍ନା ହଜାରେ । ଏକ ସାମ୍ବାଦିକ ସମ୍ମିଳନୀରେ ଆନ୍ନା କହିଛନ୍ତି ଓଡ଼ିଶାରେ ଚାଷୀଙ୍କ ବିଭିନ୍ନ ସମସ୍ୟା ଲାଗି ରହିଥିବା ବେଳେ ସରକାର ଏହାକୁ ଦୃଷ୍ଟି ଦେଉନାହାନ୍ତି ।

dengura

ଅନ୍ତଃରାଜ୍ୟ ସ୍ଥାୟୀ ପରିଷଦ ବୈଠକରେ ଯୋଗଦେବେ ନବୀନ

ଡେଙ୍ଗୁରା ନ୍ୟୁଜ

ଶୁକ୍ରବାର ଦିନ ୩ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନ 1ଟାରେ ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ । ଶନିବାର ଦିନ ସେଠାରେ ଆୟୋଜିତ ଅନ୍ତଃରାଜ୍ୟ ସ୍ଥାୟୀ ପରିଷଦ ବୈଠକରେ ଯୋଗଦେବେ । ରବିବାର ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ପ୍ରତ୍ୟାବର୍ତ୍ତନ କରିବେ ।

dengura

ମହମ୍ମଦ ମୋକିମ ନେତା ନୁହଁନ୍ତି ବେପାରୀ-ସୁର ରାଉତରାୟ

ଡେଙ୍ଗୁରା ନ୍ୟୁଜ

ରାଜ୍ୟ କଂଗ୍ରେସରେ ଏବେ ଦେଖାଦେଇଛି ବିଦ୍ରୋହ । ଦଳର କୋଷାଧ୍ୟକ୍ଷ ତଥା କଟକ ନଗର କଂଗ୍ରେସ ସଭାପତି ମହମ୍ମଦ ମୋକିମଙ୍କୁ ବେପାରୀ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ । କଟକରେ ଦଳ ପକ୍ଷରୁ ଆୟୋଜିତ ସଂକଳ୍ପ ସମାବେଶରେ ପ୍ରସାଦ ହରିଚନ୍ଦନ ଯୋଗନଦେବା ଓ ସମାବେଶରେ କୋଷାଧ୍ୟକ୍ଷ ଦେଇଥିବା ବୟାନକୁ ନେଇ ମୋକିମଙ୍କୁ କଟାକ୍ଷ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଶ୍ରୀ ରାଉତରାୟ । ସିଧାସିଧା କହିଛନ୍ତି ମୋକିମ ଏତେବଡ ନେତା ନୁହଁନ୍ତି । ପ୍ରସାଦଙ୍କ ପାଇଁ ସେ ଏତେ ଆଗକୁ ଯାଇଛନ୍ତି । ସେ ଜଣେ ବେପାରୀ ଲୋକ ।

dengura

ଖୁବଶୀଘ୍ର ନିଯୁକ୍ତି ପାଇବେ ବିଜେଡିର ନୂଆ ମୁଖପାତ୍ର , ଅରୁଣ ଓ ସଞ୍ଜୟଙ୍କୁ ମିଳିପାରେ ଗୁରୁ ଦାୟିତ୍ବ

ବିଜେଡିରେ ନବକଳେବର ଜାରି ରହିଛି । ପ୍ରଥମେ ଛାମୁଆଁ ସଙ୍ଗଠନ ଗୁଡିକରେ ବଡ ଧରଣର ପରିବର୍ତନ ପରେ ଏବେ ଦଳୀୟ ସ୍ତରରେ ପରିବର୍ତନ ଆରମ୍ଭ ହୋଇଛି । ନିକଟରେ ନୂଆକରି ମନ୍ତ୍ରୀମଣ୍ଡଳରେ ଦଳର ଅଧିକାଂଶ ମୁଖପାତ୍ର ସ୍ଥାନ ପାଇଛନ୍ତି । ତେଣୁ ଦଳର ମୁଖିଆ ଏବେ ମୁଖପାତ୍ର ନିଯୁକ୍ତି ନେଇ ପକ୍ରିୟା ଆରମ୍ଭ କରିଛନ୍ତି ।

dengura

କଂଗ୍ରେସ ରାଜନୀତି, କିଏ ହେବ ସଭାପତି, କିଏ ହେବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ !

ଭୁବନେଶ୍ବର, 1 ଜୁନ (ନି.ପ୍ର)-ରାଜ୍ୟରେ ଦିଗହରା ହୋଇପଡିଥିବା କଂଗ୍ରେସକୁ ସଜାଡିବା ପାଇଁ ହାଇକମାଣ୍ଡଙ୍କ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଦଳର ସମସ୍ତ ବିଧାୟକ, ସାଂସଦ ଓ ନେତାଙ୍କ ସହ ଆଲୋଚନା କରିସାରିଛନ୍ତି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ । ସମସ୍ତ ଆଲୋଚନା ପରେ ମଧ୍ୟ ପିସିସି ସଭାପତିର ଚୌକିରେ କିଏ ବସିବ ଏନେଇ ସ୍ଥିର ହୋଇପାରୁନି । ସଭାପତି କିଏ ହେବ, ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ଏହାକୁ ନେଇ ଦ୍ବନ୍ଦ ରହିଛି । ଦୁଇଟି ପଦବୀରେ ଦୁଇଜଣଙ୍କୁ ବସାଇବା ପାଇଁ ଏଆଇସିସି ଚିନ୍ତା କରିଥିବା ବେଳେ ଜଣଙ୍କୁ ଦୁଇଟି ପଦବୀ ଦେବା ପାଇଁ ରାଜ୍ୟ କଂଗ୍ରେସର ଅଧିକାଂଶ ନେତା ମତ ଦେଇଛନ୍ତି ।

First Previous
1 2
Next Last Page 1 of 2
:)