ରାଜ୍ୟରେ ସଂକ୍ରମଣ ହାର କ୍ରମାଗତ ଭାବରେ ଖସୁଥିବାବେଳେ ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍ । ଗତ 24 ଘଣ୍ଟାରେ କରୋନାରେ ମୃତ୍ୟୁ ସଂଖ୍ୟା 57 । ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୪୧୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦ ଜଣ ରହିଥିବା ବେଳେ, ପୁରୀ ଓ ସୁନ୍ଦରଗଡ଼ , ବରଗଡ଼, ଗଞ୍ଜାମ, ନୟାଗଡ଼ ଜିଲ୍ଲାରୁ ୫ଜଣ ଲେଖାଏଁ ରହିଛନ୍ତି । ଢେଙ୍କାନାଳ, କୋରାପୁଟ, କଳାହାଣ୍ଡି ଜିଲ୍ଲାରୁ ୪ଜଣ ଲେଖାଏଁ,
|
ମନରେ ଅଦମ୍ୟ ଉତ୍ସାହ ଥିଲେ ଅସମ୍ଭବ କାମ ମଧ୍ୟ ସମ୍ଭବ ହୋଇପାରିବ । ଏହାକୁ ପ୍ରମାଣିତ କରିଦେଖାଇଛନ୍ତି ରାଜସ୍ଥାନର ଦୌସା ଜିଲ୍ଲାର ଝିଅ ଶିବାନୀ ସାହୁ । ଶିବାନୀ ସାହୁ ଜଣେ ହକି ଖେଳାଳି ।ପିଲାଟି ଦିନରୁ ଶିବାନୀ ବଡ଼ ସଫଳତା ହାସଲ କରିଥିଲେ । ସେ ଭାରତର ୧୬ ବର୍ଷରୁ କମ ଟିମରେ ଅନ୍ତର୍ଜାତୀୟ ମ୍ୟାଚ ଖେଳି
|
ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସମ୍ବଲପୁରରୁ ପୁଣି ଗିରଫ ହେଲେ ଦୁଇ ଦଲାଲ । ମାର୍ଚ୍ଚ ପହିଲାରୁ ନୂଆ ଟ୍ରାଫିକ ନିୟମ କଡ଼ାକଡ଼ି ଭାବେ ଲାଗୁ ହୋଇଥିବା ବେଳେ ଆରଟି
|
ଡ଼ିଏ ହାଇକୋର୍ଟ ଯିବ ଏସପ୍ଲାନେଡ ମଲ ବିରୋଧରେ । ପାର୍କିଂ ଫି ଆଦାୟ ନେଇ ବିଡ଼ିଏ ଓ ବିଏମସି ପକ୍ଷରୁ ଜାରି ହୋଇଥିବା ନୋଟିସକୁ ଚାଲେଞ୍ଜ କରି ହା
|
କିଛି ଦିନ ହେବ ରାଜ୍ୟରେ ପ୍ରବଳ ଶୀତ ର ପ୍ରଭାବ ଅନୁଭୂତ ହେଉଛି । ଜାନୁଆରୀ 1 ପର୍ଯ୍ୟନ୍ତ ରାଜ୍ୟରେ କୋହଲା ପାଗ ରହିବ । କିନ୍ତୁ ଏହା ମଧ୍ୟରେ ୨
|
ହାଇଦ୍ରାବାଦରେ ମହିଳା ଡାକ୍ତରଙ୍କ ସହିତ ବଳାତ୍କାର ଓ ଅମାନୁଷିକ ହତ୍ୟା ଓ ପୁଣି ଉନ୍ନାଓରେ ପୀଡ଼ିତାଙ୍କ ମୃତ୍ୟୁରେ ସମଗ୍ର ଦେଶ ଆକ୍ରୋଶିତ ହୋଇ ଉଠିଛି। ଏହା ପରେ କେନ୍ଦ୍ର ସରକାର ସକ୍ରିୟ ହୋଇ ଉଠିଛି। ଏହି ସଂଦର୍ଭରେ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେ, ସେ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ
|
ରାଜ୍ୟ ସରକାରଙ୍କ ବୈଷୟିକ ପରାମର୍ଶଦାତା ଶ୍ୟାମ ପିଟ୍ରୋଡାଙ୍କୁ ନେଇ ଏବେ ଅଡୁଆରେ ନବୀନ ବାବୁ । ବିରୋଧୀ ବିଜେପି ତାଙ୍କୁ ଯେଉଁ ଅଭିଯୋଗରେ ସମାଲୋଚନା କରୁଥିଲେ ତାହାର ପ୍ରମାଣ କଂଗ୍ରେସ ଦେଇଛି । ତେଣୁ ବିଜେଡି ଏହାକୁ ନେଇ ହରଡଘଣାରେ ପଡିଯାଇଛନ୍ତି ବୋଲି ସାଧାରଣରେ ଆଲୋଚନା ହେଉଛି । ଏପରିକି କଂଗ୍ରେସ ଓ ବିଜେଡି ମଧ୍ୟରେ ଶ୍ୟାମ ପିଟ୍ରୋଡା ଯେ ଯୋଗସୁତ୍ରକାରୀ ଏକଥାକୁ ଆଉ ଏଡାଇ ଦିଆଯାଇନପାରେ ବୋଲି ରାଜନୈତିକ ସମୀକ୍ଷକଙ୍କ ମହଲରେ ଆଲୋଚନାର ବିଷୟ ପାଲଟିଛି ।
|
ବିଜେଡିର ଟାଣୁଆ ନେତା ବୈଜୟନ୍ତ ପଣ୍ଡା । ଏବେ ବୈଜୟନ୍ତଙ୍କୁ ନିଜ ଦଳରେ ବିରୋଧ । ଖୋଲାଖୋଲି ବିରୋଧ କରୁଛନ୍ତି ନିଜ ନିର୍ବାଚନ ମଣ୍ଡଳୀରେ କର୍ମୀ । ବୈଜୟନ୍ତଙ୍କ ପାଇଁ ଏବେ ନିଜର ବିଧାୟକ ମାନେ ଅଡୁଆ ସାଜିଛନ୍ତି । ଯେପରି ଭାବେ ରାହଣିଆରେ ତାଙ୍କୁ ଅଣ୍ଡା ଓ ଢେଲାମାଡ କରାଗଲା କୌଣସି ବିରୋଧୀ ଦଳର ନେତାଙ୍କୁ ମଧ୍ୟ ରାଜନୈତିକ ବିରୋଧ ଠାରୁ କୌଣସି ଗୁଣରେ କମ ନଥିଲା ବୋଲି ଏବେ ସାଧାରଣରେ ଆଲୋଚନାର ବିଷୟ ପାଲଟିଛି । ତେବେ ସୁରକ୍ଷା ପାଇଁ ଆଗୁଆ ଟୁଇଟରରେ ଲେଖିଥିବା ସାଂସଦଙ୍କୁ କଣ ପାଇଁ ପ୍ରର୍ଯ୍ୟାପ୍ତ ସୁରକ୍ଷା ମିଳିନଥିଲା ।
|
କଂଗ୍ରେସ ରାଜନୀତିରେ ଏବେ ଘଡିକେ ଘୋଡା ଛୁଟିବାରେ ଲାଗିଛି । କେତେବେଳେ ପିସିସି ସଭାପତି ପରିବର୍ତନ ହେବାନେଇ ଚର୍ଚ୍ଚା ଚାଲୁଛି ତ ଆଉ କେତେବେଳେ ପ୍ରସାଦ ହରିଚନ୍ଦନ ଚୌକିରେ ରହିବେ ବୋଲି ଚର୍ଚା ହେଇଛି ।
|