ନୂଆଁଖାଇ ଜୁହାର ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

satya

Dengura

 ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ତଥା ଗଣପର୍ବ ନୂଆଁଖାଇ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶୁଭେଚ୍ଛା । ଏହି ଅବସରରେ ପ୍ରଧାନମନ୍ତ୍ରୀ ଚାଷୀ ଭାଇଙ୍କ ପରିଶ୍ରମକୁ କୃତଜ୍ଞତା ଜାଣାଇଛନ୍ତି । ଏହି କୃଷିଭିତ୍ତିକ ନୂଆଁଖାଇର ଶୁଭ ପର୍ବରେ ସମସ୍ତ ଦେଶବାସୀ, ବିଶେଷକରି ଓଡ଼ିଶାବାସୀଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା 

ଏହି ପବିତ୍ର ପର୍ବରେ ଲୋକମାନେ ଧାନ ଅମଳ ଉତ୍ସବ ପାଳନ କରନ୍ତି । ଏହି ଶୁଭ ଅବସରରେ ମୁଁ ଦେଶ ତଥା ଦେଶବାସୀଙ୍କ ସମୃଦ୍ଧି ପାଇଁ ଭଗବାନଙ୍କୁ ପ୍ରାର୍ଥନା କରୁଛି । ଆହୁରି ମଧ୍ୟ କହିଛନ୍ତି, ମୁଁ ସମସ୍ତଙ୍କର ଉତ୍ତମ ସ୍ବାସ୍ଥ୍ୟ ଏବଂ ମଙ୍ଗଳ କାମନା କରୁଛି । 

Leave a Reply

Your email address will not be published. Required fields are marked *

Comments

:)