ଆସନ୍ତା 27 ରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଲୋକାର୍ପିତ କରିବେ ବିପିସିଏଲ ବଟଲିଂ ପ୍ଲାଣ୍ଟ

ଆସନ୍ତା 27 ରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଲୋକାର୍ପିତ କରିବେ ବିପିସିଏଲ ବଟଲିଂ ପ୍ଲାଣ୍ଟ

Dengura

 

 

ଆସନ୍ତା ଡିସେମ୍ଵର ୨୭ରେ ବଲାଙ୍ଗିରରେ ବିପିସିଏଲ ବଟଲିଂ ପ୍ଲାଣ୍ଟ ଲୋକାର୍ପିତ ହେବ। ଏହି ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ। ରାଜ୍ୟପାଳ ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଥୱର ଚାନ୍ଦ ମଧ୍ୟ ଯୋଗ ଦେବେ। 

୧୯ ମାସରେ ୧୦୩ କୋଟି ଟଙ୍କା ବ୍ୟୟରେ ଏହି ବଟଲିଂ ପ୍ଲାଣ୍ଟ ନିର୍ମିତ ହୋଇଛି। ବଟଲିଂ ପ୍ଲାଣ୍ଟରେ ବାର୍ଷିକ ୪୨ ଲକ୍ଷ ସିଲିଣ୍ଡର ଉତ୍ପାଦନ କରିବା କ୍ଷମତା ରହିଛି। ଏହି ପ୍ଲାଣ୍ଟ ଦ୍ଵାରା ପଶ୍ଚିମ ଓଡିଶାର ୧୪ଟି ଜିଲ୍ଲା ଉପକୃତ ହେବେ। ଲୋକାର୍ପଣ ପୂର୍ବରୁ ବିପିସିଏଲ କର୍ତ୍ତୃପକ୍ଷ ସାମ୍ଵାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି

 

Leave a Reply

Your email address will not be published. Required fields are marked *

Comments

:)