ଯୋଗୀ ସରକାର ପୀଡ଼ିତାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଘୋଷଣା

ଯୋଗୀ ସରକାର ପୀଡ଼ିତାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଘୋଷଣା

Dengura

 

ଉତ୍ତର ପ୍ରଦେଶର ଉନ୍ନାଓ ବଳାତ୍କାରର ଶିକାର ପୀଡ଼ିତା ଶେଷରେ ଜୀବନ ମରଣ ସହ ଲଢ଼େଇ କରି ଆଖି ବୁଜିଛନ୍ତି। ତାଙ୍କୁ ଅପରାଧୀମାନେ ଜିଅନ୍ତା ଜାଳି ଜୀବନରୁ ମାରିବାକୁ ଉଦ୍ୟମ କରିଥିଲେ। ଦିଲ୍ଲୀର ସଫଦରଞ୍ଜଗ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପୀଡ଼ିତା ଆଖି ବୁଜିଛନ୍ତି। ଏହି ମାମଲାରେ ଉତ୍ତର ପ୍ରଦେଶର ଯୋଗୀ ସରକାର ପୀଡ଼ିତାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଘୋଷଣା କରାଯାଇଛି। ଏହା ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆଧାରରେ ପୀଡ଼ିତାଙ୍କ ପରିବାରକୁ ଘର ଦେବାକୁ ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *

Comments

:)