
ନୋଟେ ଡେମ କ୍ୟାଥେଡ୍ରଲ 200 ବର୍ଷର ଚର୍ଚ୍ଚ ଯାହା ପ୍ରଥମଥର କ୍ରିସ(ବଡ଼ଦିନ)ର ଆୟୋଜନ କରୁ ନାହିଁ ।ଏହାର କାରଣ ଏଥିରେ ଭୀଷଣ ଅଗ୍ନିକାଣ୍ଡ ଘଟଣା ବର୍ଷ ଆରମ୍ଭରୁ । ଏହି ଅଗ୍ନିକାଣ୍ଡରେ ବ୍ୟାପକ କ୍ଷୟକ୍ଷତି ମଧ୍ୟ ହୋଇଥିଲା । ଚର୍ଚ୍ଚର ମୁଖପାତ୍ର ଆଣ୍ଡେ ଫିନୋଟ କହିଛନ୍ତି, ୧୮୦୩ ପରେ ପ୍ରଥମ ଥର ୮୫୦ବର୍ଷର ପୁରୁଣା ଚର୍ଚ୍ଚ ବଡ଼ଦିନ ପର୍ବ ପାଳନ କରୁ ନାହିଁ ।ମାସୟୁନିସ୍କୋର ଐତିହ୍ୟସ୍ଥଳରେ ଗତ ଏପ୍ରିଲ ମାସରେ ଅଗ୍ନିକାଣ୍ଡ ଘଟିଥିଲା । ଏହି କାରଣରୁ ବହୁତ କ୍ଷୟକ୍ଷତି ହୋଇଥିଲା । ଖ୍ରୀଷ୍ଟମାସ ଅବସରରେ ବିଗତ ୨୦୦ ବର୍ଷ ହେଲା ଖୋଲାଯାଇଥାଏ ଏହି ଚର୍ଚ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ମଧ୍ୟ ଏହାକୁ ଖୋଲାଯାଇଥିଲା । ଫ୍ରାନସିସ ଅଭିଯୋଜକ ଜୁନରେ କହିଥିଲେ ଯେ, ଅଗ୍ନିକାଣ୍ଡର କାରଣ ସିଗାରେଟ ଜଳିବା ଅଥିବା ସର୍ଟସର୍କିଟ ହେବା । ସେ କହିଥିଲେ ଯେ, ଘଟଣାର ତଦନ୍ତ ହେବ । ସୂଚନାଯୋଗ୍ୟ ରାଷ୍ଟ୍ରପତି ଇମାନୁଏଲ ମାଇକ୍ରୋ ତ୍ରୟୋଦଶ ଶତାବ୍ଦୀର ଏହି ଚର୍ଚ୍ଚକୁ ଆଗାମୀ ୫ ବର୍ଷ ମଧ୍ୟରେ ୨ୟ ଥର ନିର୍ମାଣ କରିବାକୁ ସଂକଳ୍ପ ନେଇଛନ୍ତି ରାଷ୍ଟ୍ରପତି ଇମାନୁଏଲ ମାଇକ୍ରୋ ।
Leave a Reply