ଜୁନ୍ ୧୭ ପରେ ଯେ କୌଣସି ମୁହୁର୍ତ୍ତରେ ହୋଇପାରେ ପରୀକ୍ଷା

ଡେଙ୍ଗୁରା

Dengura

 

 

 ଜୁନ୍ ୧୭ ପରେ ଯେକୌଣସି ସମୟରେ ପରୀକ୍ଷା ହେବ। ଏଥିପାଇଁ ଛାତ୍ରଛାତ୍ରୀ ପ୍ରସ୍ତୁତ ରୁହନ୍ତୁ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି। ବାକି ଥିବା ପରୀକ୍ଷାକୁ ନେଇ ୟୁଜିସି ପକ୍ଷରୁ ଗାଇଡଲାଇନ ଜାରି ହୋଇଛି । ଏନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରାଯିବ     ପାଠ ପଢିବା ପାଇଁ ଛାତ୍ରଛାତ୍ରୀ  ଲକ୍‌ ଡାଉନ୍‌ ଏକ  ସୁଯୋଗ ଭାବେ ଗ୍ରହଣ କରନ୍ତୁ । ଯେକୌଣସି ସମୟରେ ପୁଣି ପରୀକ୍ଷା କରାଯିବ ।ଯେଉଁ ରାଜ୍ୟରେ କରୋନା ସଂକ୍ରମଣର ପ୍ରଭାବ କମ୍ ରହିଛି କିମ୍ବା ପରିସ୍ଥିତି ସ୍ୱାଭାବିକକୁ ଫେରିଛି ସେହି ରାଜ୍ୟରେ, ଜୁଲାଇ ମାସରେ ପରୀକ୍ଷା ହେବ।

Leave a Reply

Your email address will not be published. Required fields are marked *

Comments

:)