250 ରୁ ଅଧିକ ମାଓବାଦୀଙ୍କ ଆତ୍ମ ସମର୍ପଣ

250 ରୁ ଅଧିକ ମାଓବାଦୀଙ୍କ ଆତ୍ମ ସମର୍ପଣ

Dengura

 

250 ରୁ ଅଧିକ ମାଲକାନଗିରି ମହୁପଦ ଅଞ୍ଚଳର  ମିଲିସିଆ ମାଓବାଦୀ ମାଥିଲି ଆଇଆଇସିଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଛନ୍ତି । ପୋଲିସ ସେମାନଙ୍କୁ ଡ୍ରେସ ଓ କମ୍ବଳ ମାଗଣାରେ ବଣ୍ଟନ କରିଛନ୍ତି । 

ଅନେକ ସମୟରେ ଲାଲବାହିନୀ ଘଟଣାର ବର୍ବରକାଣ୍ଡ ପଛରେ ସାମିଲ ରହୁଥିଲେ କିଛି ସମର୍ଥକ ବା ମିଲିସିଆ ମାଓବାଦୀ । ପୂର୍ବରୁ ପୋଲିସ ବିରୁଦ୍ଧରେ ନକ୍ସଲଙ୍କ ସମର୍ଥନ କାମ କରୁଥିବା ୨୫୦ରୁ ଅଧିକ ମିଲିସିଆ ମାଓବାଦୀ ମାଥିଲି ପୋଲିସ ଆଇଆଇସିଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଛନ୍ତି । ବର୍ତ୍ତମାନ ସେମାନେ ନକ୍ସଲଙ୍କ ସମର୍ଥନ ଛାଡ଼ି ଠିକ ରାସ୍ତାରେ ଚାଲିବେ ବୋଲି ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ପୋଲିସ ଖୁସି ହୋଇ ସେମାନଙ୍କୁ ମାଗଣାରେ କମ୍ବଳ ଓ ଡ୍ରେସ ବଣ୍ଟନ କରିଛନ୍ତି । 

 

Leave a Reply

Your email address will not be published. Required fields are marked *

Comments

:)