ଗଣଦୁଷ୍କର୍ମ ପରେ ପୀଡ଼ିତାଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଦାବି

ଡେଙ୍ଗୁରା

Dengura


 ରବିବାର ରାତିର ଘଟଣା  ।ରାଜସ୍ଥାନର ଉଦୟପୁରରେ ଜଣେ ଯୁବତୀଙ୍କୁ ବଳପୂର୍ବକ କାରରେ ଉଠାଇ ନେଇ ଗଣଦୁଷ୍କର୍ମ ହୋଇଛି । ଏହି ଗଣଦୁଷ୍କର୍ମ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟ ସୃଷ୍ଟି ହୋଇଛି । ଗଣଦୁଷ୍କର୍ମ ପରେ ପୀଡ଼ିତାଙ୍କ ପରିବାରକୁ ୨ ଲକ୍ଷ   ମାଗିଛନ୍ତି । ପୋଲିସ ପୀଡ଼ିତାଙ୍କ ଏତଲା କ୍ରମେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି  । ପୀଡ଼ିତା ନିଜର ଜଣେ ସାଙ୍ଗ ସହ ଏକ କାର ଭିତରେ ବସିଥିଲେ । ଏହି ସମୟରେ କିଛି ଯୁବକ ରାସ୍ତା ପଚାରିବା ବାହାନାରେ ଆସିଥିଲେ । କଥା ହେବା ବାହାନରେ ଯୁବକମାନେ ଯୁବତୀଙ୍କୁ କାରରେ ବନ୍ଧକ ରଖି ଦୁବୃତ୍ତମାନେ ଛୁରୀ ଦେଖାଇ ଗଣଦୁଷ୍କର୍ମ କରିଥିଲେ । ଦୁର୍ବୃତ୍ତମାନେ ରାତିସାରା ଯୁବତୀ ଓ ତାର ବନ୍ଧୁକୁ ବୁଲାଇଥିଲେ । ସବୁଠାରୁ ଦୁଃଖର କଥା ଯେ, ଗଣ ଦୁଷ୍କର୍ମ ପରେ ଅଭିଯୁକ୍ତମାନେ ଉଭୟଙ୍କୁ ଛାଡ଼ିବା ପାଇଁ ୨ ଲକ୍ଷ ଟଙ୍କା ମାଗିଥିଲେ । ପରେ ଏକ ନିର୍ଜନ ସ୍ଥାନରେ ଛାଡ଼ି ଦେଇଥିଲେ । ପୀଡ଼ିତ ନିଜ ସାଙ୍ଗ ସହ ସୋମବାର ସନ୍ଧ୍ୟାରେ ଗୋବର୍ଦ୍ଧନ ବିଳାସ ପୋଲିସ ଷ୍ଟେସନରେ ପହଞ୍ଚି ଏତଲା ଦେଇଛନ୍ତି ।   ପୋଲିସ ପୀଡ଼ିତାଙ୍କ ଏତଲା କ୍ରମେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି 

Leave a Reply

Your email address will not be published. Required fields are marked *

Comments

:)