ଅନ୍ତଃରାଜ୍ୟ ସ୍ଥାୟୀ ପରିଷଦ ବୈଠକରେ ଯୋଗଦେବେ ନବୀନ

ଡେଙ୍ଗୁରା ନ୍ୟୁଜ

Dengura

 ଅନ୍ତଃରାଜ୍ୟ ସ୍ଥାୟୀ ପରିଷଦ ବୈଠକରେ ଯୋଗଦେବେ ନବୀନ

ଭୁବନେଶ୍ବର, 23 ଡିସେମ୍ବର-ଶୁକ୍ରବାର ଦିନ ୩ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନ 1ଟାରେ ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ । ଶନିବାର ଦିନ ସେଠାରେ ଆୟୋଜିତ ଅନ୍ତଃରାଜ୍ୟ ସ୍ଥାୟୀ ପରିଷଦ ବୈଠକରେ ଯୋଗଦେବେ  ।  ରବିବାର ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ପ୍ରତ୍ୟାବର୍ତ୍ତନ କରିବେ ।

Leave a Reply

Your email address will not be published. Required fields are marked *

Comments

:)